ବିଏସଏନଏଲ ଲାଇଭ୍ ମାଧ୍ୟମରେ ଉପଲବ୍ଧ ସର୍ଭିସ୍ ଏବଂ ବିଷୟବସ୍ତୁ “ଯେପରି ରହିଛି” ଏବଂ “ଯେପରି ଉପଲବ୍ଧ ରହିଛି” ଉପରେ ଆଧାରିତ ହେବ ଏବଂ କୌଣସି ଗ୍ୟାରେଣ୍ଟି ଦିଆଯାଉ ନାହିଁ ଏବଂ ବିଷୟବସ୍ତୁର ଉପଲବ୍ଧତା କିମ୍ବା ସଠିକତା ଏବଂ ସର୍ଭିସ୍ ବାବଦକୁ କେହି ଦାୟୀ ରହିବେ ନାହିଁ। କୃଷିଜାତ ସେବା ସଂପର୍କିତ ସୂଚନା ଯେପରି କି ବଜାର ଦର ଇତ୍ୟାଦି ବୈଧ ଏବଂ ଜଣାଶୁଣା ଉତ୍ସରୁ ଆହରଣ କରାଯିବ, ଅବଶ୍ୟ, ଏ ସବୁର ବ୍ୟବହାର କ୍ଷେତ୍ରରେ କୌଣସି ତ୍ରୁଟିପୂର୍ଣ୍ଣ ଫଳାଫଳକୁ ଏଡ଼ାଇବା ପାଇଁ ବିଶେଷଜ୍ଞଙ୍କର ସହାୟତା କିମ୍ବା ତାଲିମ୍ ଆବଶ୍ୟକ ହୋଇପାରେ । ଉପଯୁକ୍ତ ବ୍ୟବହାର ଏବଂ ବର୍ଣ୍ଣିତ ସୂଚନାର ପ୍ରୟୋଗ ପାଇଁ ଓ ଦିଆଯାଇଥିବା ପରାମର୍ଶ ପାଇଁ ଉପଭୋକ୍ତା ଏକକ ଭାବରେ ଦାୟୀ ରହିବେ ଏବଂ ନିଜସ୍ବ ଦାୟିତ୍ବରେ କରିବେ ।